ନିର୍ଦ୍ଦୟ ବିରହ ବେଦନା ଅସହ୍ୟ କା'ଆଗେ ବଖାଣି ପାରେନାହିଁ ନିୟତିକୁ ନିନ୍ଦି ସମୟ ବିତୁଛି ତୁମରି ଆସିବା ବାଟ ... ନିର୍ଦ୍ଦୟ ବିରହ ବେଦନା ଅସହ୍ୟ କା'ଆଗେ ବଖାଣି ପାରେନାହିଁ ନିୟତିକୁ ନିନ୍ଦି ସମୟ ବିତୁଛି...
ମୋତେ ଭଲ ଲାଗେ ମୋତେ ଭଲ ଲାଗେ
ପ୍ରେମ ପ୍ରେମ
ଥିଲା ଗୋଟେ ଫୁଲ ଥିଲା ଗୋଟେ ଫୁଲ
ରୂପ ରଙ୍ଗରେ ତାର ତୁଳନା ନାହିଁ ନାଲି ହଳଦିଆ ଭଳିକି ଭଳି । ରୂପ ରଙ୍ଗରେ ତାର ତୁଳନା ନାହିଁ ନାଲି ହଳଦିଆ ଭଳିକି ଭଳି ।
ସପନର ରଂଗରେ ରଂଗାୟିତ ଦାହ ନୁହେଁ ଦେହ ନୁହେଁ କେବଳ ହୃଦୟର ସହ ହୃଦୟର ଖେଳ ॥ ସପନର ରଂଗରେ ରଂଗାୟିତ ଦାହ ନୁହେଁ ଦେହ ନୁହେଁ କେବଳ ହୃଦୟର ସହ ହୃଦୟର ଖେଳ ॥